ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଶ୍ୟାମାଚରଣପୁର ରେଳ ଫାଟକରେ ଅଟକି ରହିଲା ମାଲବାହୀ ଟ୍ରେନ

Published By : Suraj Kumar | June 14, 2025 8:50 PM

ଢେଙ୍କାନାଳ,୧୩।୬: ଢେଙ୍କାନାଳ ସହର ଶ୍ୟାମାଚରଣପୁର ରେଳଷ୍ଟେସନ ଫାଟକରେ ଏକ ମାଲବାହୀ ଟ୍ରେନ ଅଟକି ରହିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଫାଟକର ଉଭୟ ପାର୍ଶ୍ଵରେ ଥିବା ଗାଡିମଟର ଅଟକି ରହିଥିଲ।

ଶନିବାର ରାତି ପ୍ରାୟ ୭ଟାରେ ଟ୍ରେନଟି ଫାଟକ ଅତିକ୍ରମ କରୁଥିବା ବେଳେ ହଠାତ୍ ଅଟକି ଯାଇଥିଲା। ସମ୍ପୂର୍ଣ୍ଣ ଫାଟକ ଅତିକ୍ରମ କରିନଥିବାରୁ ଉଭୟ ପାର୍ଶ୍ଵରେ ଥିବା ଗାଡି ମୋଟର ଅଟକି ରହିଥିଲା। ପ୍ରାୟ ୪୦ ମିନିଟ୍ କାଳ ଅଟକି ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି। କେଉଁ କାରଣରୁ ଟ୍ରେନଟି ଅଟକିଥିଲା ତାହା ଜଣାପଡିନାହିଁ । ଅନ୍ୟ ଏକ ଇଂଞ୍ଜିନ୍ ପହଞ୍ଚିବା ପରେ ଟ୍ରେନ ଯାଇଥିଲା। ଢେଙ୍କାନାଳ ସହର ଓ ବୋରାପଦା ଅଞ୍ଚଳକୁ ଯାତାୟାତ ପାଇଁ ଏହି ଫାଟକ ରହିଛି। ଅନ୍ୟ କୌଣସି ବିକଳ୍ପ ରାସ୍ତା ନଥିବାରୁ ବହୁ ସଂଖ୍ୟାରେ ଗାଡିମଟର ଅଟକି ରହିଥିଲା। ଅନେକ ସମୟରେ ଏପରି ସମସ୍ୟା ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.