ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ସିଏମ୍‌ସି ପକ୍ଷରୁ ପିଏମ୍‌ ଆବାସ ଯୋଜନାରେ ୧୦୪ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ, ୫ଟି ପର୍ଯ୍ୟାୟରେ ମିଳିବ ଅଢ଼େଇ ଲକ୍ଷ ଟଙ୍କା

Published By : Prameya | June 12, 2025 2:46 PM

କଟକ ୧୨/୦୬: ଦୀର୍ଘ ଦିନ ପ୍ରତୀକ୍ଷାର ଅବସାନ। କଟକ ୫୯ଟି ୱାର୍ଡର ୧୦୪ଜଣ ହିତାଧିକାରୀଙ୍କୁ ପ୍ରଦାନ କରାଗଲା ଘର ତିଆରି ପାଇଁ କାର୍ଯ୍ୟାଦେଶ। ହିତାଧିକାରୀଙ୍କୁ ୫ଟି ପର୍ଯ୍ୟାୟରେ ୨ଲକ୍ଷ ୫୦ହଜାର ଟଙ୍କା ମିଳିବ। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ୨.୦ରେ କଟକ ମହାନଗର ନିଗମ ଦ୍ଵାରା କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି।  

ଆଜି କଟକ ମହାନଗର ନିଗମ(ସିଏମ୍‌ସି) ଦ୍ଵାରା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ୨.୦ରେ ୫୯ଟି ୱାର୍ଡର ୧୦୪ଜଣ ହିତାଧିକାରୀଙ୍କୁ ଘର ତିଆରି ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ହିତାଧିକାରୀଙ୍କୁ ୫ଟି ପର୍ଯ୍ୟାୟରେ ୨ଲକ୍ଷ ୫୦ହଜାର ଟଙ୍କା ମିଳିବ। ଯେଉଁମାନେ ୧୨୦ଦିନ ମଧ୍ୟରେ ଘର ତିଆରି କରିବେ। ସେମାନଙ୍କୁ ସରକାରଙ୍କ ପକ୍ଷରୁ ୨୦ହଜାର ଅଧିକ ପ୍ରୋତ୍ସାହନ ରାଶି ମିଳିବ। ସେହିଭଳି ୧୮୦ଦିନ ମଧ୍ୟରେ ଘର ତିଆରି କଲେ ୧୦ହଜାର ଟଙ୍କା ମିଳିବ। ଟାଉନ ହଲରେ ଆୟୋଜିତ ଏହି କାର୍ଯ୍ୟାଦେଶ ବଣ୍ଟନ କାର୍ଯକ୍ରମରେ ବାରବାଟି କଟକ ବିଧାୟିକା ଇଂ ସୋଫିଆ ଫିର୍ଦୋସ, ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ଵାଳ, ମେୟର ସୁବାସ ସିଂଙ୍କ ସମେତ କର୍ପୋରେଟର ଓ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.