ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ରେଙ୍ଗାଳି ଡ୍ୟାମରେ ଅଘଟଣ, ଡଙ୍ଗା ଓଲଟି ମାଆ ସହ ଚାଲିଗଲା ୨ ପୁଅଙ୍କ ଜୀବନ, ବର୍ତ୍ତିଗଲେ ବାପା

Published By : Prameya | May 22, 2025 10:28 AM

ରିଆମାଳ ୨୨/୦୫: ରେଙ୍ଗାଲି ଜଳ ଭଣ୍ଡାରରେ ବଡ ଅଘଟଣ। ଡଙ୍ଗା ବୁଡି ୩ ଜଣଙ୍କ ମୃତ୍ୟୁ।  ମାଆ ସହ ଚାଲିଗଲା ଦୁଇ ପୁଅଙ୍କ ଜୀବନ, ବାପା ଉଦ୍ଧାର। ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୁଣ୍ଢେଇଗୋଳା ଥାନା ତଲେଇସର ଗାଁରେ।

ସୂଚନା ଅନୁଯାୟୀ, ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ତଲେଇସ ଗାଁର ଗୁଲୁ ଧିବର। ତାଙ୍କ ଦୁଇ ପୁଅ ଆୟୁସ, ରିଆନ୍ସୁ ଏବଂ ପତ୍ନୀଙ୍କ ସହ ଗତ ରାତିରେ ରେଙ୍ଗାଲି ଜଳଭଣ୍ଡାର ଭିତରକୁ ମାଛ ମାରିବାକୁ ଯାଇଥିଲେ। ହେଲେ ସେହି ସମୟରେ କୌଣସି କାରଣରୁ ଡଙ୍ଗାଟି ଓଲଟି ପଡିଥିଲା। ଫଳରେ ପାଣିରେ ବୁଡି ଦୁଇ ପୁଅ ସମେତ ମାଆଙ୍କର ମୃତ୍ୟୁ ହୋଇଛି। ଅଳ୍ପକେ ବାପାଙ୍କ ଜୀବନ ବଞ୍ଚିଯାଇଛି।  ତିନି ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଥିବାବେଳେ ଘଟଣା ସ୍ଥଳରେ ରିଆମାଳ ତହସିଲଦାର, ବିଡ଼ିଓ ଏବଂ କୁଣ୍ଢେଇଗୋଳ ଥାନାଧିକାରୀ, ଅଗ୍ନିଶମ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.