ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଆୟକର ବ୍ୟବସ୍ଥା ଆଣିଲା ଓମାନ୍‌, ୨୦୨୮ରୁ ପ୍ରଥମ ଗଲ୍‌ଫ ଦେଶ ଭାବେ କରିବ ଲାଗୁ

Published By : Prameya | June 24, 2025 1:39 PM

ନୂଆଦିଲ୍ଲୀ, ୨୪/୦୬: ୨୦୨୮ ଆରମ୍ଭରୁ ଓମାନ ଲାଗୁ କରିବ ଆୟ କର ବ୍ୟବସ୍ଥା । ଏହା କରିବାରେ ଓମାନ ହେବ ପ୍ରଥମ  ଗଲ୍‌ଫ ଦେଶ। ବାର୍ଷିକ ୪୨,୦୦୦ ରିଆଲ୍‌ ବା ୧୦୯,୦୦୦ ଡଲାର  କିମ୍ବା ତଦ୍ଦୁଦ୍ଧ୍ୱର୍ ଆୟ ଉପରେ ହିଁ ନୂଆ ୫% ଟିକସ ଲାଗିବ । ଏହାଦ୍ୱାରା  ଶୀର୍ଷ ୧% ଆୟକାରୀ ପ୍ରଭାବିତ ହେବେ । ଦେଶର ଅର୍ଥନୀତି ମନ୍ତ୍ରୀ  ସାଏଦ୍‌ ବିନ୍‌ ମହମ୍ମଦ ଅଲ୍‌-ସାକ୍ରି କହିଛନ୍ତି ଯେ, ତୈଳ ରାଜସ୍ୱ  ଉପରେ ନିର୍ଭରତା କମାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ୬  ରାଷ୍ଟ୍ରଙ୍କୁ ନେଇ ଗଠିତ ଗଲ୍‌ଫ କୋପରେଶନ୍‌ କାଉନ୍‌ସିଲ୍‌(ଜିସିସି) ର କୌଣସି ସଦସ୍ୟ ରାଷ୍ଟ୍ର ଆୟ କର ଲାଗୁ କରି ନ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.